ଏହାପରେ କେନ୍ଦ୍ର ସରକାରଙ୍କ ହାଉସିଂ ଅର୍ବାନର ହୋଲି ଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରାଇରଙ୍ଗପୁରର ଦୁଇ ଲାଇନ୍ ବିଶିଷ୍ଟ ବାଇପାସ୍ ରୋଡ୍ ଏନଏଚ୍ 220 ପ୍ରକଳ୍ପକୁ ଭିସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମହାମହିମ୍। ସେହିପରି ସ୍ପୋର୍ଟସ କମ୍ପ୍ଲେକେସ୍ ଭିତ୍ତିପ୍ରସ୍ତର ସ୍ଥାପନ ସହ ଏକଲବ୍ୟ ସ୍କୁଲର ଉଦଘାଟନ କରିଛନ୍ତି । ମାର୍ଚ୍ଚ 1ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 25ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ । ସେହିପରି ମାର୍ଚ୍ଚ 2 ତାରିଖରେ ରେଢାଖୋଲରେ ସନ୍ଥକବି ଭୀମଭୋଇଙ୍କ ପୀଠ ପରିଦର୍ଶନ କରିବେ ମହାମହିମ ।
ଅଧିକ ପଢନ୍ତୁ : ଜନ୍ମମାଟି ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ