ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ୟୁପିର ଗାଜିଆବାଦରେ ପେଟ୍ରୋଲ ଲିଟର ପିଛା ୧୪ ପଇସା ଏବଂ ଡିଜେଲରବି ରେଟ୍ କମିବା ପରେ ୮୯.୬୨ଟଙ୍କାରେ ବିକ୍ରି ହେଉଛି । ସେହିପରି ଲକ୍ଷ୍ମୌରେ ପେଟ୍ରୋଲ ୩୨ ପଇସା ହ୍ରାସ ପାଇ ଲିଟର ପିଛା ୯୬.୪୨ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ୩୧ ପଇସା ହ୍ରାସ ପାଇ ଲିଟର ପିଛା ୮୯.୬୨ଟଙ୍କାରେ ବିକ୍ରି ହେଉଛି ।
ଆମେ ସମସ୍ତେ ଜାଣନ୍ତି ବିଶ୍ଵ ବଜାରରେ ଅଶୋଧିତ ତୈଳ ପ୍ରତିଦିନ ପରିବର୍ତ୍ତନ ହୁଏ । ଏବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୫.୨୭ଡଲାରକୁ ଖସି ଆସିଛି । WTI ର ମୂଲ୍ୟ ମଧ୍ୟ ବ୍ୟାରେଲ ପିଛା ୮୧.୦୪ଡଲାରରେ ଚାଲିଛି |
ତେବେ ଆସନ୍ତୁ ଜାଣିବା ସମସ୍ତ ଚାରୋଟି ମେଟ୍ରୋରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କେତେ ରହିଛି।
ଦିଲ୍ଲୀରେ ପେଟ୍ରୋଲ ୯୬.୬୫ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୮୨ଟଙ୍କା
ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ଟଙ୍କା |
ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ଟଙ୍କା ଏବଂ ଲିଟର ପିଛା ଡିଜେଲ ୯୪.୨୪ଟଙ୍କା |
କୋଲକାତାରେ ପେଟ୍ରୋଲ ୧୦୬.୦୩ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ଟଙ୍କା |
ଭାରତ ଖବର ଆହୁରି ପଢନ୍ତୁ