ସେହିପରି ନିର୍ମାଣ ବିଭାଗ 10 ହଜାର 950 କୋଟି, ଗ୍ରାମ୍ୟ ଉନ୍ନୟନ 9 ହଜାର 330 କୋଟି, ଗୃହ ବିଭାଗ ପାଇଁ 8 ହଜାର 641 କୋଟି ଟଙ୍କାର ବ୍ୟୟବରାଦ। ପ୍ରଧାନମନ୍ତ୍ରୀ ଆବାସ ପାଇଁ 4 ହଜାର କୋଟି, ବିଜୁ ପକ୍କାଘର 100 କୋଟି, ପ୍ରଧାନମନ୍ତ୍ରୀ ଆବାସ ସହର ପାଇଁ 692 କୋଟି, ବସୁଧା ଯୋଜନା 2000 କୋଟି, ଜଳ ଜୀବନ ମିଶନ 6000 କୋଟି ଟଙ୍କାର ବ୍ୟୟବରାଦ । ମେଟ୍ରୋ 1000 କୋଟି, ରେଳ ପ୍ରକଳ୍ପ ପାଇଁ 700 କୋଟି, ରାସ୍ତା ଉନ୍ନତି ପାଇଁ 6 ହଜାର 194 କୋଟି, ନୂଆ ଓ - 200 କୋଟି, ବିଜୁ ସେତୁ ପାଇଁ 200 କୋଟି ଟଙ୍କାର ବ୍ୟୟବରାଦ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ 1424 କୋଟି, କ୍ରୀଡା ଭିତିଭୂମି 852 କୋଟି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ 72 କୋଟି, ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ 15 କୋଟି, ଏନଆରଏଲଏମ 1162 କୋଟି, ମିଶନ ଶକ୍ତି 2761 କୋଟି ଓ ମମତା ପାଇଁ 521 କୋଟି ଟଙ୍କାରର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର