ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ।୩ମୃତକ ନବରଙ୍ଗପୁର ଗାଦୁଆଗୁଡ଼ା, ଚତୁର୍ଥ ମୃତକ ପ୍ରଧାନୀଗୁଡ଼ାର ସୂଚନା ଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୪ ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ: ଭାରସାମ୍ୟ ହରାଇ ଗଛକୁ ପିଟିଲା କାର। ଏହି ଦୁର୍ଘଟଣାରେ ୪ ଜଣ ମୃତ୍ୟୁ ହୋଇଛି।ଏହାସହ ଏଥିରେ ଜଣେ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି। ବିଶାଖାପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭୋର୍ ସମୟରେ ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଦୁର୍ଘଟଣା ଘଟିଥିଲା।
Download Argus News App
