ଲୋକ ଏହି କର୍ମଶାଳାରେ ଯୋଗଦେବେ। ଏହା ସହ ଦିବ୍ୟାଙ୍ଗ ଓ ବିଧବା ମାନଙ୍କୁ ଅଗ୍ରାଧିକାର ଦିଆଯିବ । 2 ମାସ ସମୟ ଭିତରେ ରି-ସର୍ଭେ କରାଯିବ । ଏହି ଅବଧି ଭିତରେ ତାଲିମ ସହ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ଚେକ୍ କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।
ଅର୍ଗସ ବ୍ୟୁରୋ: ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ଲାଗି ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଆବାସ ଲାଗି ନିଜ ପାଇଁ ନିଜେ ସର୍ଭେ କରିବେ ଲୋକ । ଅନଲାଇନ୍ ମାଧ୍ୟମରେ ଆବାସ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ଦେଇ ସିଧାସଳଖ ଆବେଦନ କରିପାରିବେ ଲୋକେ । ଏହାକୁ ବିଭାଗ ତଦାରଖ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦିଆଯିବ । ଏହାଦ୍ବାରା କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ। ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁରେ କ୍ୟାମ୍ପ କରାଯିବ ।