କେଉଁ ଜିଲ୍ଲାରେ କେଉଁ ନଂକୁ କରିବେ ଫୋନ୍ ?
ଯାଜପୁର-କଣ୍ଟ୍ରୋଲ୍ ରୁମ୍-06728-222648
ବାଲେଶ୍ଵର-କଣ୍ଟ୍ରୋଲ୍ ରୁମ୍-06782-262286, 06782-261077
ମୟୂରଭଞ୍ଜ-କଣ୍ଟ୍ରୋଲ୍ ରୁମ୍-06792-252759, 06792-252941
କେନ୍ଦ୍ରାପଡ଼ା-କଣ୍ଟ୍ରୋଲ୍ ରୁମ୍-06727-232803
ଭଦ୍ରକ-କଣ୍ଟ୍ରୋଲ୍ ରୁମ୍-06784-251881
କେନ୍ଦୁଝର-କଣ୍ଟ୍ରୋଲ୍ ରୁମ୍-06766-255437
ଜଗତ୍ସିଂହପୁର-କଣ୍ଟ୍ରୋଲ୍ ରୁମ୍-06724-220368
କଟକ-କଣ୍ଟ୍ରୋଲ୍ ରୁମ୍-0671-2507842
ଢେଙ୍କାନାଳ-କଣ୍ଟ୍ରୋଲ୍ ରୁମ୍-06762-226507, 06762-221376
ଅନୁଗୁଳ-କଣ୍ଟ୍ରୋଲ୍ ରୁମ୍-06764-230980
ଗଞ୍ଜାମ-କଣ୍ଟ୍ରୋଲ୍ ରୁମ୍-06811-263978
ପୁରୀ-କଣ୍ଟ୍ରୋଲ୍ ରୁମ୍-06752-223237
ଖୋର୍ଦ୍ଧା-କଣ୍ଟ୍ରୋଲ୍ ରୁମ୍-06755-220002
ନୟାଗଡ଼-କଣ୍ଟ୍ରୋଲ୍ ରୁମ୍-06753-252978
ସ୍ଥଳଭାଗ ଛୁଇଁବା ପୂର୍ବରୁ ରୂପ ଦେଖାଇଲାଣି ବାତ୍ୟା । ପବନ ହେବା ସହିତ ସ୍ଥାନେ ସ୍ଥାନେ ବର୍ଷା ବି ଆରମ୍ଭ ହେଲାଣି । ଏହାରି ଭିତରେ ପୁରୀକୁ ୧୦ ନଂ ବିପଦ ସଂକେତ ଦିଆଯାଇଛି । ସେପଟେ, ପ୍ରବଳ ବର୍ଷା ନେଇ ଆଗାମୀ ୩ ଘଣ୍ଟା ପାଇଁ ଚେତାବନୀ । ରାଜ୍ୟର ୪ ଜିଲ୍ଲାକୁ ବର୍ଷା ନେଇ ସତର୍କତା ଜାରି । ରାଜ୍ୟରେ ୪ ଜିଲ୍ଲାକୁ ବର୍ଷା ନେଇ ଚେତାବନୀ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷିବ । ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ।