ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି 9 ଦିନିଆ ଯାତ୍ରାରେ କାଳିଆ ସାଆନ୍ତ । ଭଜନ, ସଂକୀର୍ତନ, ଘଣ୍ଟନାଦ, ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ପୁରା ପରିବେଶ ।
୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା । କିଛି ସମୟ ପରେ ପୁଣି ରଥ ଟଣା ଆରମ୍ଭ ହେବ।