ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି କେମିତି ଗରିବ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ପାଉଛନ୍ତି ନା ନାହିଁ ତାଙ୍କ ଠାରୁ ପଚାଲି ଵୁଝିଥିଲେ । ବିଧାୟକଙ୍କୁ ହଠାତ ଦେଖି କିଛି ସମୟ ପାଇଁ ହଡବଡେଇ ଯାଇଥିଲେ ଅଧିକାରୀ । ଏହା ପୂର୍ବରୁ ରାଜ୍ୟସରକାର ଡିଣ୍ଡିମ ପିଟୁଥିଲେ ଯେ ୫ ଟି ରେ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ମିଳୁଛି । କିନ୍ତୁ ବାସ୍ତବିତ ଠାରୁ ଵହୁ ଦୂରରେ । ଵିଜେପି ସରକାର ଶପଥ ନେଉନେଉ ଏଵେ ଆକ୍ସସନ ମୋଡରେ ଆସିଛନ୍ତି ଵିଧାୟକମାନେ । ରାଜ୍ୟରେ ଚାଲିଥିବା ଅନ୍ଧାରିଶାସନ ଉପରୁ ଆସ୍ତେଆସ୍ତେ ପରଦା ଉଠୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର