ଯେଉଁ ବୟଶରେ ତାର ଛୁଆଟି ଡେଇଁ ଡେଇ ଖେଳିବା କଥା ଉଚ୍ଚା ଉଚ୍ଚା ଗଛର ଡାଳକୁ ଧରି ଓହଳି ପଡିବା କଥା ସେ ବୟସରେ ହରାଇଛି ତାର ଦୁଇଟି ହାତ। ମା ତାର କୋଳରେ ଜାବୁଡି ଧରଛି ଛୁଆକୁ। ଆଉଁଶି ଦେଉଛି। ଏତିକି ବେଳେ ଛୁଆ ମାଙ୍କଡଟି କହୁଛି ମା... ମୁଁ ଆଉ ଗଛ ଡାଳରେ ଝୁଲିପାରିବିନି। ମୋ ଦୁଇ ହାତ କଟିକଲା, ମୁଁ କଣ ଆଉ ବଞ୍ଚିବି.. ଛୁଆର ଏପରି ଯନ୍ତ୍ରଣାଦାୟକ କଥା ମା ମାଙ୍କଡର ଆଖିରେ ଲୁହ ଭରିଦେଉଛି । ଏପଟେ ସ୍ଥାନୀୟ ବାସିନ୍ଦା ଓ ସମାଜସେବୀ ଏବଂ ପଶୁ ଡାକ୍ତର ଛୁଆ ମାଙ୍କଡ ଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଚେଷ୍ଟା କରୁଥିଲା ବେଳେ କିନ୍ତୁ ମଣିଷଙ୍କୁ ଡରି ଛୁଆକୁ ଧାରାଇ ଦେଉନି ମା ମାଙ୍କଡ। ତେବେ ଖାଲି ମା ମାଙ୍କଡ ନୁହେଁ ବରଂ ପୁରା ମାଙ୍କଡ଼ ପଲ ତାକୁ ଛଆ ମାଙ୍କଡକୁ ଯଗି ବସିଛନ୍ତି। ଏ ଦୃଶ୍ୟ ଦେଖିଲେ ଯେକୌସି ମା ଧର୍ଯ୍ୟହରା ହୋଇପଡି। ଏପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ରାଧାବଲ୍ଲଭ ପୁର ପଞ୍ଚାୟତରେ ଝାଟିଆ ସାହିରେ। ଛୁଆକୁ କଷ୍ଟ ହେଲେ ମାର ଯେ ଅବସ୍ଥା କଣ ହୋଇଥାଏ ତାହା ଏ ଚିତ୍ର ବଖାଣୁଉଛି। ସେ ମାଟି ମଣିଷ ହେଉଛି କି ମାଙ୍କଡ। ମା ସୁବେବେଳେ ମା...
ଅଧିକ ଦେଖନ୍ତୁ :