ଭସାପୋଲ ଟି ସାତପଡା ରୁ କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଜହ୍ନିକୁଦା ଘାଟ କୁ ଆଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ୧ ଘଣ୍ଟା ଧରି ଚିଲିକା ମଝିରେ ଫସି ରହିଥିବା ଦେଖିବାକୁ ମିଳିଛି । ଏହି ଭସାପୋଲ ରେ ଗୋଟିଏ ଯାତ୍ରୀବାହୀ ବସ୍ , ୨ ଟି ୪ ଚକିଆ ଯାନ, ୧୦ ଟି ବାଇକ୍ ସହିତ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର