ତାଙ୍କ କାର୍ ଚେକିଂ ପରେ ସାମ୍ବାଦିକ ଜଣଙ୍କ ଖବର ପାଇ ନିଜ ମୋବାଇଲ୍ରେ ଭିଡିଓ ସୁଟ୍ କରିଥିଲେ ।ଏହି ସମୟରେ ଉପସ୍ଥିତ ଥିବା ଆଇଆଇସି ଏବଂ ଜଣେ ମହିଳା ପୋଲିସ ଅଫିସର ସାମ୍ବାଦିକଙ୍କୁ କାହିଁକି ଭିଡ଼ିଓ ସୁଟ କରୁଛ ବୋଲି ପଚାରି ଥିଲେ । ସାମ୍ବାଦିକ ପରିଚୟ ଦେବା ସହ ନିଜ ପରିଚୟ ପତ୍ର ଦେଖାଇବା ପରେ ମଧ୍ୟ ମହିଳା ଏସଆଇ ଜଣଙ୍କ ଉକ୍ତ ସାମ୍ବାଦିକଙ୍କ ଠାରୁ ମୋବାଇଲ ନେଇ ଭିଡିଓ ଡିଲିଟ କରିଦେଇଥିଲେ। ଏଠି ପ୍ରଶ୍ନ ଉଠୁଛି ଯଦି ସ୍ବଚ୍ଛତାର ସହିତ ଚେକିଂ କରାଯାଉଛି ତେବେ ଖବର ପ୍ରସାରଣରେ ଅସୁବିଧା କେଉଁଠି। କାହିଁକି ଡିଲିଟ ହେଲା ଭିଡିଓ। ଅଧିକ ପଢନ୍ତୁ ଓଡ଼ିଶା ଖବର