ଏହି ରାସ୍ତା ଦେଇ ଲୋକମାନେ ପ୍ରତି ଦିନ ଯାତାୟତ କରୁଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଏହି ରାସ୍ତା ଉପରେ ପାଙ୍ଗନପାଣି, ମରିଚଅଟାଳ, କଲିଆ ଅଟାଳ, କୁଆଗନନ୍ଦଲି, ପଣସପୁଟ ଗ୍ରାମବାସୀ ନିର୍ଭର କରୁଥିବାବେଳେ ଗ୍ରାମବାସୀ ଦାବି କରିଛନ୍ତି ଏହାର ମରାମତି ଖୁବ ଶୀଘ୍ର କରିବା ସହ କଲର୍ଭଟଟିଏ ନିର୍ମାଣ କରିବା ପାଇଁ ।
ଆହୁରି ପଢନ୍ତୁ ଓଡିଶା ଖବର...