ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ମୈତ୍ରୀ ବିହାର ଥାନାରେ ଅଭିଯୋଗ ହୋଇଛି। ଗତ ରବିବାର ରାତିରେ ଘଟିଛି ଏହି ଲଜ୍ୟାଜନକ ଘଟଣା। ମୈତ୍ରୀ ବିହାର ଥାନା ପୋଲିସର ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ରାଜଧାନୀରେ ଜଣେ ମହିଳାଙ୍କୁ କେତେକ ଚୋର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ହୋଇଛି। ଘରେ ମହିଳାଙ୍କ ସହ ତାଙ୍କ ଦୁଇ ବର୍ଷର ଛୁଆ ଥିଲେ।

ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି। ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲେ ହାଇକୋର୍ଟ। ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ବିରୋଧରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ ମୃତକଙ୍କ ପରିବାର। ପ୍ରତାପଙ୍କ ବିରୋଧରେ କାହିଁକି ହତ୍ୟା ମାମଲା ଚାଲି ପାରିବ ନାହିଁ ବୋଲି କହିଥିଲେ ସାଲେପୁର JMFC କୋର୍ଟ। ଯାହାକୁ ବିରୋଧ କରି ହାଇକୋର୍ଟରେ କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ପ୍ରତାପ ଜେନା।
ଯାହାର ଶୁଣାଣି କରି ୨୫ ସେପ୍ଟେମ୍ବର ୨୦୨୩ ମସିହାରେ ସାଲେପୁର JMFC କୋର୍ଟ ଦେଇଥିବା ରାୟକୁ ଖାରଜ କଲେ ହାଇକୋର୍ଟ। ଜାନୁଆରୀ ୦୨,୨୦୨୧ ମସିହାରେ ମାହାଙ୍ଗାରେ ବିଜେପି ନେତା କୁଳମଣୀ ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ୧୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ ଜେନା। ହେଲେ ମାହାଙ୍ଗା ପୋଲିସ ଚାର୍ଜସିଟ ଦାଖଲ କରିବା ସମୟରେ ପ୍ରତାପଙ୍କ ନାଁ କାଟି ଦେଇଥିଲା। ଯାହାକୁ ବିରୋଧ କରି ସାଲେପୁର JMFC କୋର୍ଟରେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଥିଲେ ମୃତକଙ୍କ ପରିବାର ଲୋକେ। ପୂର୍ବରୁ ଏହି ମାମଲାରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ ସଜା ଶୁଣାଇଛନ୍ତି ସାଲେପୁର ଦ୍ଵିତୀୟ ଅତିରିକ୍ତ ଦୌରା ଜଜ କୋର୍ଟ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି। ଏହିପରି ୨ଟି ମ୍ୟାଚର ସିରିଜରେ ବାଂଲାଦେଶୀ ଦଳ ୨-୦ରେ କ୍ଲିନ ସ୍ୱିପ କରି ଲଗାତାର ୧୮ତମ ସିରିଜ ଜିତିବାର ବଡ଼ ସଫଳତା ହାସଲ କରିଛି। ବାଲାଂଦେଶର ପ୍ରଥମ ଇଂନିସ ୨୩୩ ରନରେ ଅଟକିଯାଇଥିଲା, ଯାହାପରେ ଭାରତ ଆକର୍ଷଣୀୟ ଭାବେ ଖେଳି ୩୫ ଓଭର ମଧ୍ୟରେ ୨୮୯/୯ ରନର ସ୍କୋରରେ ନିଜର ଇଂନିସ ଘୋଷଣା କରିଛି।
ସେହିପରି ଦ୍ୱିତୀୟ ଇଂନିସରେ ବାଂଲାଦେଶ ମାତ୍ର ୧୪୬ ରନ କରିପାରିଥିଲା ଏବଂ ଏହିପରି ଭାବେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୯୫ ରନର ଟାର୍ଗେଟ ମିଳିଥିଲା। ବିରାଟ କୋହଲି ୨୯ ଏବଂ ଋଷଭ ପନ୍ତ ୪ ରନ କରିଥିଲେ। କୋହଲି ନିଜର ଏହି ଇଂନିସରେ ୪ଟି ଚୌକା ସହ ବଡ଼ କୀର୍ତ୍ତିମାନ ନିଜ ନାମରେ କରିଥିଲେ।
କୋହଲି ନିଜ ଇଂନିସର ତୃତୀୟ ଚୌକା ମାରିବା ସହ ଟେଷ୍ଟ କ୍ରିକେଟରେ ନିଜର ୧୦୦୦ ଚୌକା ପୂରଣ କରଛନ୍ତି। ଟେଷ୍ଟ କ୍ରିକେଟ ମ୍ୟାଚର ଇତିହାସର ଏହି ଟାଇଟଲକୁ ହାସଲ କରିଥିବା କୋହଲି ୫ମ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି। ଏହା ପୂର୍ବରୁ ଏପରି ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବୀରେନ୍ଦର ସହୱାଗ ଏବଂ ବିବିଏସ ଲକ୍ଷ୍ମଣ ଏହି କୀର୍ତ୍ତିମାନ କରିଥିଲେ।
ସଚିନ ତେନ୍ଦୁଲକର ୨୦୫୮
୧୬୫୪- ରାହୁଲ ଦ୍ରାବିଡ
୧୨୩୩- ବୀରେନ୍ଦର ସହୱାଗ
୧୧୩୫- ଭିଭିଏସ ଲକ୍ଷ୍ମଣ
୧୦୦୧-ବିରାଟ କୋହଲି
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର