ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ନବୀନ ନିବାସରେ ପହଞ୍ଚି ଶୁଭେଛା ଜଣାଇଲେ ଶୁଭେଚ୍ଛୁ
ବିନିକାରେ ପୋଲିସକୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା, ୧୧ ଜଣ ଅଟକ । ଲୋକଙ୍କ ଆକ୍ରମଣରେ ୨ ପୋଲିସ ଏଏସ୍ଆଇ ଆହତ, ପାପୀ ଗାଁ ଆନନ୍ଦ ନଗରରେ ଉତ୍ତେଜନା, ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ
ନାଏବ ସିଂହ ସୈନୀ ପୁଣି ଥରେ ହେବେ ହରିୟାଣା ମୁଖ୍ୟମନ୍ତ୍ରୀ । ଆଜି ହରିୟାଣାର ପଞ୍ଚକୁଲାରେ ଅନୁଷ୍ଠିତ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ସୈନୀଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି
ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲା। ଶ୍ରୀନଗରର ଶେର୍ ଇ କାଶ୍ମୀର ଇଣ୍ଟରନାସନାଲ୍ କନଭେନସନ୍ ସେଣ୍ଟରରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି
ପାଣ୍ଡିଆନ ଆମ ନେତା ନଥିଲେ କହିଲେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଅମର ଶତପଥୀ, ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନକୁ କାଉଣ୍ଟର କଲେ । ଆମ ନେତା ନବୀନ ପଟ୍ଟନାୟକ, ସତ୍ସାହସ ଅଛି ତ ତାଙ୍କୁ କୁହ’
ନକଲି କଲ୍ ସେଣ୍ଟର ଠାବ ନେଇ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା । କଲ୍ ସେଣ୍ଟର ଚଳାଉଥିବା ୬ ଜଣଙ୍କୁ ଅଟକ ରଖାଯାଇଛି, ସମସ୍ତ ୬ ଜଣ କୋଲକାତା ଅଞ୍ଚଳର, ଆଉ କିଏ ଅଛନ୍ତି ଜେରା ହେବ
ସାବତ ମାଆ କଥାରେ ପଡ଼ି ଝିଅକୁ ହତ୍ୟା କଲା ବାପା । ଚିତ୍ରକୋଣ୍ଡା ଥାନା ଦୋରାଗୁଡ଼ା ପଞ୍ଚାୟତ ଆର୍ଏସିପି-୧୪ରେ ଅଘଟଣ, ୫ ବର୍ଷୀୟ ଝିଅକୁ ଛୁରିରେ ଭୁସି ହତ୍ୟା କଲା ନୃଶଂସ ବାପା
ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ । ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ନିଷ୍ପତ୍ତି । ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ ଓମଫେଡ୍ ଘିଅ ବ୍ୟବହାର ହେବ । ଓମଫେଡକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି
ଆଜିର କୁମାର ଉତ୍ସବ । ଆରମ୍ଭ ହେଲା ଓଡ଼ିଶା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ଝିକମିକ ଆଲୁଅରେ ଚମକୁଛି ଢେଙ୍କାନାଳ ସହର
ଗଜଲକ୍ଷ୍ମୀ ପୂଜା, ଉତ୍ସବମୁଖର ଢେଙ୍କାନାଳ