ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଈଁ ଭଞ୍ଜନଗର ଏସଡିପିଓ ନେତୃତ୍ବରେ ଆସ୍କା, ଗାଙ୍ଗପୁରର, ବୁଗୁଡ଼ା ଥାନା ଅଧିକାରୀଙ୍କୁ ନେଇ 3ଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖାଯାଇଛି । ଗତ ୨୨ ତାରିଖ ଶୁକ୍ରବାର ଦିନ ଲିଫ୍ଟ ମାଗିବା ବାହାନାରେ ସୁକାନ୍ତଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା । ଏନେଇ ସୁକାନ୍ତଙ୍କ ପରିବାର ପକ୍ଷର ଥାନାରେ ଏତଲା ଦିଆଯିବା ପରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଚଳାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: