ଘର
ଓଡ଼ିଶା
ଆସନ୍ତାକାଲି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ
ଆସନ୍ତାକାଲି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ
by Swayangprajna Mishra
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । 48 ଘଣ୍ଟାରେ ଆକଳନ ଶେଷ କରି ୭ ଦିନ ଭିତରେ ସହାୟତା ଯୋଗାଇ ଦିଆଯିବାକୁ ଚେଷ୍ଟା କରାଯିବ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିଷ୍ପତ୍ତି ହୋଇଛି ।
ଅଧିକ ପଢନ୍ତୁ : କେନ୍ଦ୍ରାପଡା ଜିଲ୍ଲାରେ ଅଧିକ ଦିନ ରିଲିଫ ପରିଚାଳନା କରାଯିବ: କନକ ବର୍ଦ୍ଧନ ସିଂହଦେଓ
କାଲି ପାଗ ଅନୁକୂଳ ହେଲେ ଏରିୟଲ ସର୍ଭେ କରାଯାଇ ପ୍ରାଥମିକ ଆକଳନ କରାଯିବ । ବାତ୍ୟା ଦାନାରେ ବିଶେଷ ପ୍ରଭାବିତ ହୋଇଛି ଭଦ୍ରକ ଓ କେନ୍ଦ୍ରାପଡ଼ା । ସେପଟେ ଆଶା ଦିଦି ଶିବାନୀଙ୍କ କାର୍ଯ୍ୟ କୁ ପ୍ରଶଂସା କଲେ ରାଜସ୍ବ ମନ୍ତ୍ରୀ |