ମାଡ ତ ମାରିଲେ ତା ସହ ଯୁବତୀଙ୍କ ଠାରୁ ୫୦ ହଜାର ଛଡାଇନେଲେ ବୋଲି କହିଛନ୍ତି ପିଡିତାଙ୍କ ମା ପୀଡିତା ଭାରତୀ କିଛି ବର୍ଷ ତଳେ ଅନ୍ୟ ଏକ ଯୁବକଙ୍କୁ ବିବାହ କରିଥିଲେ । ହେଲେ କୌଣସି କାରଣରୁ ଭାରତୀ ବାପ ଘରେ ରହି ଆସୁଥିଲେ। ଏହିସମୟରେ ସମ୍ପର୍କୀୟ ମାମୁଁ ଙ୍କ ଏକତରଫା ପ୍ରେମକୁ ଗ୍ରହଣ କରିଲେନି ଯୁବତୀ। ଯାହାଦ୍ୱାରା ଅତି ଅମାନୁଶିକ ଭାବେ ପିଟିଥିଲେ ଯୁବକ। ଏହି ଏକ ତରଫା ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି ସୋର ବ୍ଲକ ତଳନଗର ପଂଚାୟତରେ। ଏବେ ଯୁବତୀ ଜଣଙ୍କ ଗୁରୁତର ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଅଧିକ ଦେଖନ୍ତୁ :