ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ସରକାରଙ୍କ ବିରୋଧରେ ପୁଣି ଗର୍ଜିବେ ହଜାର ହଜାର ଚାଷୀ । ରାଜ୍ୟ ତଥା ଦକ୍ଷିଣ ଓଡ଼ିଶାରେ ମରୁଡି ଘୋଷଣା ଦାବି ନେଇ ରହିବ ପ୍ରାଥମିକତା । ଏନେଇ ଚଳିତ ବର୍ଷ ଗଞ୍ଜାମ ରମ୍ଭାରେ ଅନୁଷ୍ଠିତ ହେବ ରାଜ୍ୟ ସ୍ତରୀୟ କୃଷକ ମହାପଞ୍ଚାୟତ। ଏ ନେଇ ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ ସ୍ଥିତ ଗଞ୍ଜାମ କଳା ପରିଷଦ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂଘର ସଭାପତି ସଚିନ ମହାପାତ୍ର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: