ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଙ୍ଗଲ ରାଜ ଭଳି। ମହିଳା,ଶିଶୁ ଅପରାଧିକ ମାମଲା ଓଡିଶାରେ ଅଧିକ ।ଏଠାରେ ମହିଳା, ଶିଶୁ, ନେତା ବା ମନ୍ତ୍ରୀ କେହି ବି ସୁରକ୍ଷିତ ନୁହନ୍ତି । ସୁନ୍ଦରଗଡ଼ରେ ଏକ ଭୟାବହ ଡର ଅଛି | ଓଡିଶା ସରକାର ଯୋଡିବା ନୁହେଁ,ଭାଙ୍ଗିବା ପାଇଁ ଚେଷ୍ଟା କରୁଛି | ଏଠାରେ ଆଇନ ଶୃଙ୍ଖଳା ନାହିଁ, ଜଙ୍ଗଲ ରାଜ ଚାଲିଛି |
ଏଠାରେ ଲୋକ ନକ୍ସଲକୁ ଡରୁ ନାହାନ୍ତି, ସାଧାରଣ ଲୋକ ଗୁଣ୍ଡାଙ୍କୁ, ମାଫିଆକୁ, ଅପହରଣକାରୀ, ପୁଲିସକୁ ଡରୁଛନ୍ତି | ପୁଲିସର ଦାଇତ୍ୱ ହେଉଛି ସାଧାରଣ ଜନତାର ସୁରକ୍ଷା କିନ୍ତୁ ପୋଲିସ ଗୁଣ୍ଡା ହୋଇ ତାଣ୍ଡବ କରୁଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ