Prime Odisha @ 7 Pm
74 results found for "Dubai"

ଦୁବାଇରେ ଓଡିଆ ସମାଜ ପକ୍ଷରୁ ପ୍ରବାସୀ ଓଡିଆମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି
ଦୁବାଇରେ ଓଡିଆ ସମାଜ ପକ୍ଷରୁ ପ୍ରବାସୀ ଓଡିଆମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି
#ArgusNews #SavitriVrat #ImmigrantOdia #Dubai

ଆଜିଠୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଉଡିଲା ବିମାନ !
#ଦୁବାଇକୁ_ଯିବାଆସିବା_ଦର_ରହିଛି_୨୦_ହଜାର_ଟଙ୍କା
ଆଜିଠୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଉଡ଼ିଲା ବିମାନ । ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଗୋ ଏୟାରଲାଇନ୍ସ ୧୮୦ ସିଟ ବିଶିଷ୍ଟ ୩୨୦ ଏୟାରବ

ମେ’ ୧୫ରୁ ଭୁବନେଶ୍ବର ଟୁ ଦୁବାଇ ଫ୍ଲାଇଟ
ଭୁବନେଶ୍ବରରୁ ଉଡିବ ଅନ୍ତର୍ଜାତୀୟ ବିମାନ। ସୂଚନା ଦେଲେ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ମେ’ ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ଉଡାଣ। ଜୁନ୍ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର

ଦୁବାଇରେ ପାଳନ ହୋଇଯାଇଛି ଉତ୍କଳ ଦିବସ
ଦୁବାଇରେ ମହାଆଡମ୍ଵରରେ ପାଳନ କରାଯାଇଛି ଉତ୍କଳ ଦିବସ। UAE ର ବିଭିନ୍ନ ଏମିରେଟ୍ସ୍ରେ ରହୁଥିବା ଶତାଧିକ ଓଡ଼ିଆ ପରିବାର ଏଥିରେ ଯୋଗ ଦେଇଥିଲେ...।
#ArgusNews #utkaldivas2023 #UAE #dubai

ବଣ୍ଡା ଘାଟିରୁ ଦୁବାଇ ଯାତ୍ରା !
ବଣ୍ଡା ଘାଟିରୁ ଦୁବାଇ ଯାତ୍ରା । କଠିନ ପରିଶ୍ରମର ଫଳ ପାଇଲେ ବୁଦ୍ରି କିର୍ସାନୀ ।
#ArgusNews #Bandaghati #BudriKirsani #Skilldevelopment

ବିଦେଶରେ ମିଳିବ କଟକି ଦହିବରା
#ବିଶ୍ଵ_ଦରବାରରେ_କଟକ_ଦହିବରା
#ବିଦେଶରେ_ମିଳିବ_କଟକି_ଦହିବରା
ଆସନ୍ତା ଅଗଷ୍ଟ ମାସରେ ଦୁବାଇରେ ହେଵାକୁ ଥିବା ଭିଲେଜ୍ ଫୁଡ୍ ଫେଷ୍ଟିଭାଲରେ ଯୋଗ ଦେଵା ପାଇଁ ନିମନ୍ତ୍ରଣ ପାଇଛନ୍ତି କଟକର ଵାଵୁଲା ଦହିଵରା...।
#ArgusNews

ଦୁବାଇରୁ ଉତ୍କଳ ଦିବସର ଅନନ୍ୟ ବାର୍ତ୍ତା
#ଦୁବାଇରୁ_ଉତ୍କଳ_ଦିବସର_ଅନନ୍ୟ_ବାର୍ତ୍ତା
ଦୁବାଇରେ ରହୁଥିବା ୩ ପ୍ରବାସୀ ଓଡିଆ ମହିଳାଙ୍କ ନିଆରା ବାର୍ତ୍ତା । ନିଜ ନିଜ କ୍ଷେତ୍ରରେ କୃତକାର୍ଯ୍ୟ ହେବା ସହ ସ୍ବତନ୍ତ୍ର ପ୍ରତିଷ୍ଠା ଲାଭ କରିଥିବା ୩ ମହିଳା ଉତ୍କଳ ଦିବସ ଅବସରରେ ଏକ ଅନନ୍

କାଶ୍ମୀରରେ ଦୁବାଇର ପୁଂଜିନିବେଶ
କାଶ୍ମୀରରେ ଦୁବାଇର ପୁଂଜିନିବେଶ । ପାକିସ୍ତାନ ହତାଶ। କାଶ୍ମୀରରେ ପୁଂଜି ନିବେଶ କଲା ଦୁବାଇର କମ୍ପାନୀ ‘ଏମାର’
#ArgusNews #Kashmir #industry #Pakistan

ଦୁବାଇରେ ମିଳିବ କଟକ ଦହିବରା !
ଦୁବାଇରେ ମିଳିବ କଟକ ଦହିବରା !
ଦୁବାଇ ଯିବେ ଓଡିଶା ବେପାରୀ । ଆମ କଟକ ଦହିବରାର ସ୍ବାଦ ଚାଖିବେ ଦୁବାଇବାସୀ
#ArgusNews #Cuttack #dahibaraaloodum #FamousFood #Dubai

ସବୁଠି ପଖାଳ ଦିବସ ପାଳିତ ହୋଇଯାଇଛି !
ସବୁଠି ପଖାଳ ଦିବସ ପାଳିତ ହୋଇଯାଇଛି !
କେବଳ ରାଜ୍ୟ ନୁହେଁ ରାଜ୍ୟ ତଥା ଦେଶ ବାହାରେ ପଖାଳ ଦିବସ ପାଳିଛନ୍ତି ଓଡ଼ିଆମାନେ । ସାଉଦି ଆରବ, ଇଣ୍ଡୋନେସିଆ, ଦୁବାଇ ଭଳି ଦେଶରେ ପଖାଳ ଦିବସ ପାଳିତ ହୋଇଛି
#ArgusNews #PakhalaDivas

କ୍ରାଇମବ୍ରାଞ୍ଚ କବଜାରେ ଅନଲାଇନ ବେଟିଂ ଚିଟଫଣ୍ଡ ଠକ
#କ୍ରାଇମବ୍ରାଞ୍ଚ_କବଜାରେ_ଅନଲାଇନ_ବେଟିଂ_ଚିଟଫଣ୍ଡ_ଠକ
ଚୀନରେ କମ୍ପାନୀ ରେଜିଷ୍ଟ୍ରେସନ, ଦୁବାଇରୁ ହେଉଥିଲା ଅପରେସନ । ଅନଲାଇନରେ ବେଟିଂ କରି ହଜାରେ କୋଟି ଲୁଟ୍ ଅଭିଯୋଗ। 2 ଜଣ ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ eow ।
#ArgusNews

ଦୁବଇରୁ ଆସିଲା ଓଡ଼ିଆ ଯୁବକଙ୍କ ମୃତଦେହ
ଚିକିତ୍ସାଧୀନ ଅବସ୍ଥାରେ ବିଦେଶରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୃଷ୍ଣପ୍ରସାଦ ରଞ୍ଜିତ। ରଞ୍ଜିତଙ୍କ ମୃତଦେହକୁ ଓଡିଶା ପୁରୀକୁ ପଠାଇବା ପାଇଁ ପ୍ରଖ୍ୟାତ ସାମାଜିକ କର୍ମୀ ତଥା ଗ୍ଲୋବାଲ୍ ଓଡିଆ ଡାଏସପୋରାର ନିର୍ଦ୍ଦେଶକ ଡ. ଅରୁ