
ଶନିବାର ଓ ରବିବାର ବନ୍ଦ ରହିପାରେ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ
ପୁରୀ: କରୋନା ସଂକ୍ରମଣ ରୋକିବା ପାଇଁ ଶନିବାର ଓ ରବିବାର ବନ୍ଦ ରହିପାରେ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା।
ବିଭିନ୍ନ ମହଲରୁ ମତାମତ ଲୋଡୁଛି ଜିଲ୍ଲା ପ୍ରଶାସନ। ଶନିବାର ଓ ରବିବାର ଭକ୍ତଙ୍କ ସଂଖ୍ୟା ଅଧିକ ହେଉଥିବାର

କୋଭିଡ କଟକଣା ଭିତରେ 3 ଦିନ ଧରି ଚାଲିବ ବିଶ୍ୱ ପ୍ରସିଦ୍ଧ ମେଳା
ଢେଙ୍କାନାଳ: ଆଜିଠୁ ଯୋରନ୍ଦା ମାଘମେଳା । କୋଭିଡ କଟକଣା ଭିତରେ 3 ଦିନ ଧରି ଚାଲିବ ବିଶ୍ୱ ପ୍ରସିଦ୍ଧ ମେଳା । ଚଳିତ ବର୍ଷ ବେଶୀ ଲୋକ ଭିଡ ନକରି କେବଳ ପରମ୍ପରା ରକ୍ଷା କରିବାକୁ ମେଳା କରାଯାଇଛି । ଦୋଳି, ଅପେରା, ସିନେମା, କଣ୍ଢେଇ ନା
ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘମେଳା
ଢେଙ୍କାନାଳ: ଆସନ୍ତାକାଲି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମାଘମେଳା। କୋଭିଡ କଟକଣା ଭିତରେ 3 ଦିନ ଧରି ଏହି ବିଶ୍ୱ ପ୍ରସିଦ୍ଧ ମେଳା ଚାଲିବ। ଚଳିତ ବର୍ଷ ବେଶୀ ଲୋକ ଭିଡ ନକରି କେବଳ ପରମ୍ପରା ରକ୍ଷା କରିବାକୁ ମେଳା କରାଯିବ। ଦୋଳି, ଅପେରା

ଆରମ୍ଭ ହୋଇଛି ପବିତ୍ର ଖଣ୍ଡଗିରି କୁମ୍ଭମେଳା
ଭୁବନେଶ୍ୱର: ମା ବାରଭୁଜାଙ୍କ ପୀଠରେ ଗତକାଲି ଠାରୁ ଆରମ୍ଭ ହୋଇଛି ପବିତ୍ର ଖଣ୍ଡଗିରି କୁମ୍ଭମେଳା । ଧ୍ୱନି ପ୍ରଜ୍ଵଳିତ ସହ ଆରମ୍ଭ ହୋଇଥିବା ଏହି ମେଳା ଦୀର୍ଘ ୯ଦିନ ଧରି ଚାଲିବ। ହୋମଯଜ୍ଞ ସାଙ୍ଗକୁ ହେବ ଗୀତା, ଭାଗବତ ଓ ଚଣ୍ଡିପାଠ। ମେଳାର

ବସନ୍ତ ପଞ୍ଚମୀ ଅବସରରେ ଅନୁକୂଳ ହେଲା ରଥକାଠ
ପୁରୀ: ଶ୍ରୀପଞ୍ଚମୀ ଅବସରରେ ଆଜି ରଥକାଠ ଅନୁକୂଳ ହୋଇଛି। ଏଥି ସହିତ ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆଜି ହୋଇଛି। ପରମ୍ପରା ମୁତାବକ ମହାପ୍ରଭୁଙ୍

ଆଜି ପବିତ୍ର ସରସ୍ବତୀ ପୂଜା
ଭୁବନେଶ୍ୱର: ଆଜି ପବିତ୍ର ସରସ୍ବତୀ ପୂଜା । ଧରାବତରଣ କରିବେ ବିଦ୍ୟାଦାୟିନୀ ମା ସରସ୍ଵତୀ। ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ମା ସରସ୍ବତୀଙ୍କ ପୂଜା ବେଶ ଧୂମଧାମରେ ପାଳନ କରାଯାଇଥାଏ। ପୂଜା ସାଙ୍ଗକୁ ଜମେ ଭୋଜି ଭାତର ଆସର। କିନ୍ତୁ ଚଳି

ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, ପଦ୍ମ ଫୁଲରେ ସଜ୍ଜିତ ଶ୍ରୀଜିଉ
ପୁରୀ: ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହୋଇଯାଇଛି। । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପରମ୍ପରା ଅନୁଯାୟୀ ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାର

ଜାଗରଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ: ମାର୍ଚ୍ଚ 11 ତାରିଖରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧକ୍ଷତାରେ ଜିଲ୍ଲା ସଦଭାବନା ସଭାଗୃହରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠି

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ପରମ୍ପରା ଅନୁଯାୟୀ ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟର
Argus News App
Get the app for latest videos, live
videos & exclusive programs.
videos & exclusive programs.
OPEN APP