ଆଜି ବି ଝୁରୁଛି ଜନ୍ମମାଟି... ବାହୁନି ବାହୁନି କାନ୍ଦୁଛି ବୁଢୀ ମା । ଅଫେରା ରାଇଜକୁ ଚାଲି ଯାଇଛି ପୁଅ । ହେଲେ ଏଭଳି କାମ କରିଯାଇଛନ୍ତି, ସେ ମରିବି ଆଜି ଅମର । ଗୋଟିଏ ମାର ଆଖିରେ ଲୁହ ଦେଇ ଆଉ ଗୋଟେ ମାର ଆତ୍ମସମ୍ମାନ ରକ୍ଷା କରି ନିଜର ଜୀବନକୁ ବଳିଦାନ ଦେଇଦେଲେ ସହିଦ ଯବାନ ଗୋପିନାଥ ମହାରଣା.....
#TheArgus #Odishanews #Cuttack #Karigil_Martyrs