#ଶୁଖିଲା_ପଡିଛି_ଜଳାପୁଟ_ଡ୍ୟାମ।
ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାର ଜଲାପୁଟ । ଏହି ପ୍ରକଳ୍ପ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମିଳିତ ପ୍ରକଳ୍ପ । ଜଳଭଣ୍ଡାର ନିର୍ମାଣ ହେବାର ପ୍ରାୟ ୭୦ବର୍ଷ ବିତିଯାଇଥିଲେ ମଧ୍ୟ ଜଳଭଣ୍ଡାରରେ ଆଗରୁ କେବେ ଜଳସଙ୍କଟଦେଖା ଦେଇ ନ ଥିଲା। ଚଳିତବର୍ଷ ପ୍ରଥମ କରି ଜଲାପୁଟ ମୁଖ୍ୟ ଜଳଭଣ୍ଡାରରେ ଜଳ ସମସ୍ୟା I
#ArgusNews #Koraput #JalaputDam #Odisha