#ମା_ଆଖିରେ_ଖୁସିର_ବନ୍ୟା
ପିଲାଙ୍କୁ ଯୋଗ୍ୟ ପାଇଁ ଦିନରାତି ଏକ କରିଦେଇଛନ୍ତି ପିତା ମାତା । ରାତି ଅଧରୁ ଉଠି ଠେଲା ଗାଡ଼ିରେ ଜଳଖିଆ ବିକ୍ରି କରି ସେମାନଙ୍କୁ ମଣିଷ କରିବା ପାଇଁ ନେଇଛନ୍ତି ପଣ । ପିତାମାତା ଙ୍କ ମେହନତ ର ମୂଲ୍ୟ ବୁଝିଛନ୍ତି ପିଲାମାନେ । ସେମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ମନ ଲଗାଇ ପଢ଼ିଛନ୍ତି ପାଠ । ଝିଅ ପଢୁଛି ଓଲଟପୁର ରେ ଫିଜିଓ ଥେରାପି ଓ ପାଠ ପଢା ପରେ ପୁଅକୁ ମିଳିଯାଇଛି ଭାରତୀୟ ବାୟୁସେନା ରେ ଚାକିରୀ । ଏବେ ମା ଆଖିରେ ଆସିଛି ଲୁହର ବନ୍ୟା ...
#ArgusNews #Khordha #Begunia #BeingHuman #humaninterest #GoodNews