କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜନ ଆଶିର୍ବାଦ ଯାତ୍ରା ଆରମ୍ଭ । ସତ୍ୟବାଦୀ ବକୁଳ ବନରେ ପଂଚଶଖାଙ୍କୁ ଶ୍ରଦ୍ଧାଞ୍ଜଳୀ ସହ ପୁରୀରେ ପତିତପାବନଙ୍କ ଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ । NAC, ପୌର ଓ ପଞ୍ଚାୟତ ନିର୍ବାଚନ ଏକ ସଙ୍ଗେ କରିବାକୁ ଦାବି କରିଛନ୍ତି ଧର୍ମେନ୍ଦ୍ର ।
#ArgusNews #Odisha Dharmendra Pradhan #Puri #JagannathDham Ashwini Vaishnaw