ଶରଧାବାଲିରେ ତିନିରଥ। ଆଜି ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଶରାଧାବାଲିରେ ରଥ ଉପରେ ଦର୍ଶନ ଦେଉଥିବା ଶ୍ରୀଜିଉ ଆଜି ସନ୍ଧ୍ୟାରେ ରଥ ଉପରୁ ଗୁଣ୍ଡିଚା ମନ୍ଦିର ସ୍ଥିତ ଜନ୍ମବେଦୀକୁ ପହଣ୍ଡି ବିଜେ କରିବେ।
#ArgusNews #ArgusUpdate #Odisha #Puri #RathYatra2021