କୁକୁର ଉପରେ କାର ଚଢ଼େଇ ଯୁବକ ଗିରଫ । 5ଟି କୁକୁର ଉପରେ କାର ଚଢ଼େଇ ଗିରଫ ହେଲେ ଯୁବକ । ଭୁବନେଶ୍ବର ଓଲ୍ଡ ଟାଉନ୍ ଘୁସାରେସ୍ବର ଅଂଚଳରେ ଏପରି ଘଟଣା ଘଟିଛି । ଗିରଫ ଯୁବକଙ୍କ ନାଁ ପ୍ରଫୁଲ୍ଲ ବୋଲି ଜଣାପଡ଼ିଛି ।
#ArgusNews #Odisha #ArgusUpdate #caraccident #dogdeath