ନାବାଳକ ଚା ଦୋକାନୀକୁ ପୋଲିସର ଗୋଇଠା। ଲକଡ଼ାଉନରେ ଦୋକାନ ଖୋଲିଥିବାରୁ ପୋଲିସର ଜୁଲମ୍। ହାତ ନୁହଁ ପୋଲିସ ବାବୁଙ୍କ ଗୋଡ କାମ କରୁଛି । ଦେଖନ୍ତୁ କିପରି ନାବାଳକଙ୍କୁ ମାରିଚାଲିଛନ୍ତି ଗୋଇଠା ପରେ ଗୋଇଠା । ମନଇଚ୍ଛା ଗାଳି କରୁଛନ୍ତି । ଆଉ ତା ପରେ ସିଧା ନାବାଳକଙ୍କ ଉପରକୁ ଉଠି ଯାଉଛି ପୋଲିସ ବାବୁଙ୍କ ଗୋଡ ।
#ArgusNews #ArgusNewsTV #Odisha #Torture Commissionerate Police Bhubaneswarcuttack