ମମିତା ମେହେର ମର୍ଡର ମାମଲା । ପୋଲିସ ଛାଉଣିରେ ପ୍ରଥମେ ଗୋବିନ୍ଦକୁ ଘଟଣାସ୍ଥଳ ତଥା ମମିତା ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନକୁ ନିଆଯାଇଥିଲା । ସେଠାରେ ମମିତାଙ୍କୁ ହତ୍ୟା ପରେ କିପରି ପୋଡି ପୋତିଥିଲା, ତାର ଡେମୋ ଦେଖାଇଛି ଅଭିଯୁକ୍ତ ଗୋବିନ୍ଦ ।
#MamitaMurderCase #Kalahandi #GovindSahu #Crimescenerecreation #JusticeforMamita #ArgusNews