ARGUS SUPERFAST | 2 NOV 2021 | Argus News
+ ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ହର ଘର ଦସ୍ତକ ଟିକାକରଣ କାର୍ଯ୍ୟକ୍ରମ
+ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର କୁଚିଣ୍ତା ଗସ୍ତ ପୂର୍ଵରୁ ବିଜେପି କର୍ମିକୁ ଗିରଫ କଲା ସମ୍ବଲପୁର ପୋଲିସ + ବାଣ ବିକ୍ରି ଉପରେ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର
+ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଜିଲ୍ଲାରେ ଅନେକ ଅଞ୍ଚଳରେ ଗ୍ରାମକୁ ରାସ୍ତା ନାହିଁ
#ArgusSuperfast #VaccinationProgram #Sambalpur #policearrested #BJPworkers #guidelines #RoadIssue