ସମ୍ବଲପୁର ଧନୁପାଲି ଥାନା ଗୋବିନ୍ଦତୋଲା ଅଂଚଳରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ । ଗୋବିନ୍ଦତୋଲା ଅଂଚଳର ଦୀପକ ଯାଦବ ବିଳମ୍ବିତ ରାତିରେ ନିଜ ଘରକୁ ଫେରିବା ବେଳେ ରାସ୍ତାରେ ଛକି ରହିଥିବା ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ ।
#ArgusNews #ArgusUpdate #Odisha #Sambalpur #Murder