ନିରଜ ଚୋପ୍ରା ଭାରତୀୟ ସେନାରେ 4 ରାଜପୁତାନା ରାଏଫଲରେ ସୁବେଦାର ଭାବେ କାମ କରନ୍ତି । ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ବିଟ୍ କରି କହିଛନ୍ତି ଅଲିମ୍ପିକ୍ସରେ ନିରଜଙ୍କ ସ୍ବର୍ଣ୍ଣ ପଦକ ଜିତିବା ଗର୍ବ ଓ ଗୌରବର କଥା ।
#ArgusNews #ArgusUpdate #National #Goldmedal #NeerajChopra Rajnath Singh