ପଳାତକ ବିଜୟ ମାଲ୍ୟାକୁ ୟୁକେ ହାଇକୋର୍ଟଙ୍କ ବଡ ଝଟକା । ୟୁକେ ହାଇକୋର୍ଟ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କରିଛନ୍ତି। ଏହା ପରେ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ ହୋଇପାରେ।
#ArgusNews #ArgusUpdate #National #VijayMallya