ମାଲକାନଗିରିରେ ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହା ହେଲେ ପ୍ରସୂତି । ବିଡମ୍ବନା ହେଉଛି ପାହାଡିଆ ରାସ୍ତାରେ ବୁହାହୋଇ ଗଲାବେଳେ ହିଁ ବାଟରେ ହିଁ କନ୍ୟାସନ୍ତାନ ପ୍ରସବ କଲେ ପ୍ରସୁତି । ଜିଲ୍ଲାର କୋରୁକୋଣ୍ଡା ବ୍ଲକର ଦୁର୍ଗମ ଅଂଚଳର ହଜାର ହଜାର ଲୋକ ଏବେ ବି ରାସ୍ତା ନ ଥିବାରୁ ସର୍ବନିମ୍ମ ସୁବିଧା ସୁଯୋଗରୁ ବଂଞ୍ଚିତ ହେଉଥିବା ବେଳେ ଏପଟେ ସରାକର କିନ୍ତୁ ଆଙ୍କୁଛନ୍ତି ବିକାଶର ଗୋଲାପି ଚିତ୍ର
#ArgusNews #ArgusOdia #MedicalIssues #OdishaGovernmentFails #Malkangiri