ରାଜ୍ୟର ଗଞ୍ଜେଇ ରାକେଟ ସକ୍ରୀୟ । ରାଜଧାନୀଠାରୁ ଆରମ୍ଭ କରି ଗଜପତି, ରାୟଗଡା, , ମାଲକାନଗିରୀ, କନ୍ଧମାଳ ପରି ଉପାନ୍ତ ଜିଲ୍ଲାରେ ଗଞ୍ଜେଇ କାରବାର ଯୋରସୋର ଚାଲିଛି । ରାଜଧାନୀର ଭୁବନେଶ୍ୱର ଭରତପୁର ବସ୍ତିରୁ ହେଲା ଜବତ 85 କିଲୋ ଗଞ୍ଜେଇ । ସେପଟେ ଗଜପତିର ମୋହନାରୁ 688 କେଜି ଗଞ୍ଜେଇ ଜବତ ହୋଇଛି ।ଯାହାର ମୂଲ୍ୟ 35 ଲକ୍ଷ ଟଙ୍କା ହେବ ।
#Ganjei #GanjaSeized #BhubaneswarGanja