ପରଦାରେ ଅନୁଭବଙ୍କୁ ସଫଳତା ଦେିଥିଲା ମାଟ୍ରିକ ଫେଲ । କିନ୍ତୁ ଏବେ ତାଙ୍କ ଯୁକ୍ତ ଦୁଇ ଫେଲକୁ ନେଇ ଚର୍ଚ୍ଚା । କାରଣ ଆରଟିଆଇ ତଥ୍ୟ ଆଧାରରେ ସାଂସଦଙ୍କ ବିରୋଧରେ କଂଗ୍ରେସ ଆଣିଛି ଅଭିଯୋଗ । ବିନା +2 ପାସରେ ଯୁକ୍ତ ତିନିରେ ଆଡମିସନ ନେଇଛନ୍ତି ବାଳୁଙ୍ଗା ଟୋକା । ଦଳ ପ୍ରଶ୍ନ କରିଛି, ମିଛ ଆଫିଡେବିଟ କରିଥିବାରୁ ନିଆଯାଉ ଆଇନଗତ କାର୍ଯ୍ୟାନୁଷ୍ଠାନ ।
#ArgusNews #ArgusOdia #AnubhavMohanty #AnubhavMohantyLies