#ସ୍କୁଲରେ_ପଶିଲା_କରୋନା
#ବରଗଡ_ଓ_ଢେଙ୍କାନାଳରେ_୪୦_ପଜିଟିଭ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନନଗର ପଞ୍ଚାୟତ ହାଇସ୍କୁଲ କାନପୁରାରେ ନବମ ଓ ଦଶମ ଶ୍ରେଣିର ଆଜି ୧୧ଜଣ ଛାତ୍ରଛାତ୍ରୀ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ ସହରରେ ଥିବା ବିକାଶ ସ୍କୁଲରେ ଗତ ୪ ଦିନ ଭିତରେ ୨୦ ଛାତ୍ର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍କୁଲ ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
#COVID19 #coronavirus #Dhenkanal #Bargarh #highschool #ContainmentZone #Odisha #ArgusNews