#ଶତାୟୂଙ୍କ_ଆଗରେ_ହାର୍_ମାନିଲା_କୋଭିଡ
ବଢ଼ୁଥିବା କୋଭିଡ୍ ସଂକ୍ରମଣ ଭିତରେ ଆସିଲା ଭଲ ଖବର । ଦୁଇ ଶତାୟୂଙ୍କ ଆଗରେ ହାର୍ ମାନିଲା କୋଭିଡ୍ । ୯ ଦିନ ଆଇସିୟୂ ଭିତରେ କୋଭିଡ୍ ସହ ଲଢ଼େଇ କରି ମୃତ୍ୟୁକୁ ଜିତିଲେ ଶତାୟୂ ଦମ୍ପତି...
#ArgusNews #National #Covid19 #coronavirus #CovidPositive #covidfighter #oldcouple