ରାତି ପାହିଲେ ଛୁଞ୍ଚି ସହିତ ପାପୁଲିର ଚାଲେ ଏଠି କସରତ । କିଛି ଘଂଟାର ମେହନତ ପରେ କପଡା ପାଲଟେ ବିଶ୍ୱାସ ର ଭିନ୍ନ ଏକ ରୂପ । ଭଳିକି ଭଳି ସଫେଦ କପଡା ଉପରେ ଅଙ୍କାଯାଏ ପୁରାଣ ର ଛବି । ଏହା ସମ୍ଭବ ହୋଇଛି ଗୁରୁ କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ମାର୍ଗଦର୍ଶନ କାରଣରୁ...
#ArgusNews #Odisha #Brahmagiri #Puri #Chandua #Women_Empowerment