Headlines 1 pm | 1 August 2022 | Argus News
+ ବର୍ଷା ଦିନ ପାଇଁ ବଢୁଛି ଝାଡାବାନ୍ତି
+ ନରସିଂହପୁର ବାଇସିଙ୍ଗାରେ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣା
+ ଦେଶରେ ମଙ୍କିପକ୍ସ ଭୟ
+ ବିଧାନସଭାରେ ଚିଟଫଣ୍ଡ ଝଡ
+ ଭଦ୍ରକ ଗୁଜି-ଦରଡ଼ାର ମସଜିଦ୍ ସମ୍ମୁଖରେ ଅତର୍କିତ ଆକ୍ରମଣ
+ ଅଧାରେ ରହିଗଲା ଶିବଙ୍କୁ ଜଳଲାଗି
+ ଆଜି ଅଗଷ୍ଟ 1 ସମ୍ବଲପୁରୀ ଦିନ
#Headlines1pm #ElephantDeathcase #Monkeypox #Odisha #ArgusNews