Headlines@ 7am | 24 Dec 2022 | Argus News
+ ଆହୁରି ବର୍ଷେ ମାଗଣା ରାସନ
+ ସଂସ୍କୃତି ଓ ପରମ୍ପରା ଭାଙ୍ଗିଲେ ନିଜେ ସଂସ୍କୃତି ମନ୍ତ୍ରୀ
+ ରାଜ୍ୟ ସରକାରଙ୍କ ମିଲର୍ସ ପ୍ରୀତିର ବଡ଼ ପ୍ରମାଣ
+ ଓମ୍ରକିନ୍ ବିଏଫ୍.୭ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା
+ ବ୍ୟାଙ୍କ ଠକେଇ ମାମଲା
+ ରାଜ୍ୟରେ ଘନ କୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି
+ ସରିଲା ଆଇପିଏଲ୍ ମିନି-ଅକ୍ସନ୍
#Headlines7am #FreeRation #OdishaGovt #Omicron #Odisha