Headlines 10 am
- ବଙ୍ଗାଲରେ ରକ୍ତମୁଖା ଟିଏମସି... ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ କର୍ମକର୍ତ୍ତାଙ୍କ ଅତ୍ୟାଚାର...
- ଆଜିଠୁ ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା...
- ପରିବାର ପଛ, କର୍ତ୍ତବ୍ୟ ଆଗ...ବାପାଙ୍କ ମୃତ୍ୟୁର 24 ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗଦେଲେ ଡାକ୍ତର...
- ରାଜ୍ୟରେ ଦୈନିକ ମୃତ୍ୟୁ ସଂଖ୍ୟାରେ ରେକର୍ଡ...ଆଜି 15 ଜୀବନ ନେଇଛି ମହାମାରୀ...
- ଆଜି ରାଜ୍ୟରେ ପହଞ୍ଚିବ 1 ଲକ୍ଷ କୋଭିସିଲିଡ଼ ଟୀକା...
- ସ୍ୱଳ୍ପରୁ ଖୋଲିଲା ସାମ୍ରାଜ୍ୟର ପେଡ୍ଡି...
- ଗୋଳନ୍ଥରା ଥାନାରେ ଯୁବକଙ୍କ ଆତ୍ମହତ୍ୟା...
#ArgusNews #Odisha #Headlines