ମେଲାଣି ନେଉଛନ୍ତି ମାଆ... ନା ଅଛି ଘଣ୍ଟବାଦ୍ୟ, ନା ଅଛି ରୋଷଣୀ । ଖାଁ ଖାଁ ପରିବେଶ ଭିତରେ ଶେଷ ହୋଇଛି ମା ଦୁର୍ଗାଙ୍କ ଭସାଣି । କୋରୋନା କଟକଣା ଭିତରେ ଟ୍ୱିନ ସିଟିରେ ଶେଷ ହୋଇଛି ମାଆଙ୍କ ଭାସାଣୀ....
#ArgusNews #Odisha #Bhubaneswar #Cuttack #Durga_Puja #Bhasani