Headlines 10Am
ଯୋଶୀ ମଠରେ ହିମସ୍ଖଳନ ପରେ ଭାଙ୍ଗିଛି ହାଇଡ୍ରୋ ପାୱାର ପ୍ରୋଜେକ୍ଟ...
ଆରମ୍ଭ ହେଲା ୯ମ ଓ ଏକାଦଶ ଶ୍ରେଣୀ ପାଠପଢ଼ା....
ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଓଲଟିଲା ଯାତ୍ରୀବାହୀ ବସ…
ରାଜ୍ୟସଭାରେ ଧନ୍ୟବାଦ ଭାଷଣ ରଖିବେ ପ୍ରଧାନମନ୍ତ୍ରୀ....
ଝରାଫୁଲ ମୃତ୍ୟୁକୁ ପୁରିଲା 14 ଦିନ...
ପ୍ରଫୁଲ ବିଶ୍ୱାଳ ମୃତ୍ୟୁ ଦୁର୍ଘଟଣା ନୁହେଁ ହତ୍ୟା, ବଢୁଛି ସନ୍ଦେହ...
ରାଜ୍ୟରେ ବଢିବ ଶୀତ….
#ArgusNews #Odisha #Headlines