ଓଡ଼ିଆ ଲୋକଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ଦେଶ ଓ ବିଶ୍ୱ ଆଗରେ ପ୍ରତିପାଦିତ କରିଛନ୍ତି ପ୍ରଧାନମନ୍ତ୍ରୀ- ଧର୍ମେନ୍ଦ୍ର
ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଏଥର କରୋନା ମହାମାରୀ ପାଇଁ ଦଶହରା ପୂଜାରେ ଲାଗିଛି କଟକଣା । ତେବେ ପୂଜା ପ୍ରସ୍ତୁତି ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ କେତେ ଜଣ ସଦସ୍ୟ ରହିବେ ଏବଂ ବିଶେଷ କରି ସାଧାରଣ ଲୋକଙ୍କ ଗହଳି ଉପରେ କଟକଣା ଲଗାଇଛନ୍ତି ଜିଲା ପ୍ରଶାସନ ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews #Durgapooja #CoronaGuideLine