|| HEADLINES 8 AM ||
- ଆଜି ବି 8 ହଜାର ଉପରେ...ରାଜ୍ୟରେ ଆଜି 8216 ପଜିଟିଭ୍...
- ଆଜି ରାଜ୍ୟରେ ପହଞ୍ଚିବ 1 ଲକ୍ଷ କୋଭିସିଲିଡ଼ ଟୀକା...
- ଆଜିଠୁ ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା...
- ଗୋଳନ୍ଥରା ଥାନାରେ ଯୁବକଙ୍କ ଆତ୍ମହତ୍ୟା...
- ଥମୁନି କୋଭିଡ୍ ଅବ୍ୟବସ୍ଥା...ସୁନ୍ଦରଗଡରେ ରୋଗୀ ମୃତ୍ୟୁର 12 ଦିନ ପରେ ବି ଜଣାଇଲାନି ହସ୍ପିଟାଲ...
- କଟକରେ କୋରୋନା ମୃତ୍ୟୁ ନେଇ ସଂଖ୍ୟାର ଖେଳ...
#ArgusNews #Odisha #Headlines