8 ଜୁନ । ଆଜିର ଦିନକୁ ସାରା ପୃଥିବୀରେ ବିଶ୍ବ ମହାସାଗର ଦିବସ ବା ୱର୍ଲଡ ଓସେନ ଡେ ଭାବେ ପାଳନ କରାଯାଉଛି । ଏଭିଳି ସ୍ଥିତିରେ ଆମେ ଜାଣିବା ନିହାତି ଜରୁରୀ ଆମ ଜୀବନ ପାଇଁ ମହାସାଗରର ମହତ୍ବ କଣ ଆଉ ଏହି ଦିବସ ପାଳନ ପଛର ତାତ୍ପର୍ଯ୍ୟ
#ArgusNews #Odisha #NewsChannel #ArgusNewTV #World_OceanDay