#ଆଫଗାନିସ୍ତାନ_ରାସ୍ତାରେ_ଏବେ_ବାଙ୍ଗଲାଦେଶ
ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ଚାଲିଥିବା ଆକ୍ରମଣ ଥମିବାର ନାଁ ନେଉନି । ଦଶହରା ସମୟରେ ଏକ ଗୁଜବକୁ ନେଇ ଆରମ୍ଭ ହୋଇଥିବା ଏହି ହିଂସା ବର୍ତ୍ତମାନ ସୁଦ୍ଧା ବହୁ ହିନ୍ଦୁଙ୍କର ଜୀବନ ଗଲାଣି । ଶତାଧିକ ଆହତ ମଧ୍ୟ ହୋଇଛନ୍ତି ମୁସଲିମ କଠୋରପନ୍ଥୀଙ୍କ ଆକ୍ରମଣ ଯୋଗୁଁ ।
#Bangladesh #ATTACK #hindu #durgapuja #Odisha #ArgusNews