କରୋନାର ତୃତୀୟ ଲହର ଉପରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ବଡ ବୟାନ
ଦେଶରେ କରୋନାର ଦ୍ବିତୀୟ ଲହର କମି କମି ଆସୁଥିବା ବେଳେ ତୃତୀୟ ଲହରକୁ ନେଇ ଆଶଙ୍କା ସୃଷ୍ଟି ହେଲାଣି। ତେବେ ଏହାରି ଭିତରେ ତୃତୀୟ ଲହରରେ ଛୋଟ ପିଲା ଅଧିକ ପ୍ରବାହିତ ହେବା ନେଇ କରାଯାଉଥିବା ଆଶଂକାକୁ ଖଣ୍ଡନ କରିଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ
#ArgusNews #Delhi #Coronathirdwave #Corona #DrrandeepGuleria #DirectorofAIIMS