#ଚୀନ_ନୁହେଁ_ଭାରତ_ସ୍ଥିରତା_ଓ_ନେତୃତ୍ବର_କମାଲ୍ । ଗଣତନ୍ତ୍ରର ପାଉଁଶ ଗଦା ଉପରେ ଠିଆ ହୁଏ ଏକଛତ୍ରବାଦର ସୌଧ I ଚୀନ ଏକଛତ୍ରବାଦୀ ଆଉ ଭାରତର ଜନମନରେ ଗଣତନ୍ତ୍ରର ବାସ୍ନା I ଅଶି ଦଶକରେ ଗୋଟିଏ ଧାଡ଼ିରେ ଠିଆ ହୋଇଥିଲା ଆମର ମାତୃଭୂମି ଭାରତ ଓ ଏକଛତ୍ରବାଦୀ ଚୀନ୍ I